ଆଜି ସନ୍ଧ୍ୟା ୬ଟା ସମୟରେ ପ୍ରାପ୍ତ ସୂଚନା ଅନୁସାରେ l ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସଦର ମହକୁମା ଠିଡିକାଯୋର ମୌଜାରେ ବିଜେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମ୍ୟାନେଜିଙ୍ଗ୍ ଟ୍ରଷ୍ଟି ଭାବେ ଶ୍ରୀ ବାମଦେବ ଦାଶ ଓଡ଼ିଶା ଦେବୋତ୍ତର ବିଭାଗର ଅନୁମୋଦନ ଲାଭ କରିଛନ୍ତି l ଅଳ୍ପଦିନ ତଳେ ମନ୍ଦିର ପରିଚାଳନା ପାଇଁ ରାଜ୍ୟ ଆଇନ ବିଭାଗ ସ୍ୱୀକୃତି ପରେ ଦେବତ୍ତର ବିଭାଗ ପକ୍ଷରୁ ୭ଜାଣିଆ ଟ୍ରଷ୍ଟ ବୋଡ଼ ଗଠନ କରାଯଇଥିଲା l ଶ୍ରୀ ବାମଦେବ ଦାସଙ୍କୁ ଦେବତ୍ତର ବିଭାଗବ ଦ୍ୱରା ନୂତନ ମେନେଜଙ୍ଗ ଟ୍ରଷ୍ଟି ଭାବେ ସ୍ୱୀକୃତି ପ୍ରଦାନ କରାଯାଇଛି l