Public App Logo
କଟକ ପୌରାଞ୍ଚଳ: ତ୍ରିଶୂଳିଆ ବଜାରରେ ସୋମବାର ମଦ୍ୟପ କାର ଚାଳକଙ୍କ ସିରିଜ ଦୃଘଟଣାରେ ୭ରୁ ଅଧିକ ଗାଡ଼ି କ୍ଷୟକ୍ଷତି ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। - Cuttack M Corp PS News