ଆଜି କୋରାପୁଟ ଜିଲ୍ଲା ପଟାଙ୍ଗୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସେମିଳିଗୁଡ଼ା ବ୍ଲକ ସାଡ଼ାମ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଡି ରେଣୁ ଗ୍ରାମରେ ଶ୍ରୀ ନାରାୟଣ ଧଡ଼କାଙ୍କ ଦ୍ଵିତୀୟ ପୁତ୍ର ଧନେଶ୍ବରଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବିବାହ ଉତ୍ସବରେ ଯୋଗ ଦେଇଛନ୍ତି ପଟାଙ୍ଗୀ ବିଧାୟକ ତଥା କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡାମ। ଯୋଗ ଦେଇ ନବ ଦମ୍ପତିଙ୍କ ସୁଖମୟ ବୈବାହିକ ଜୀବନ କାମନା କରିଥିବା ଦିନ ୨ଟା ସମୟରେ ଦେଖିବାକୁ ମିଳିଛି।