କବିସୂର୍ଯ୍ୟନଗର: କୋଦଳା ଏନଏସି କାର୍ଯ୍ଯାଳୟ ପରିସରରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା, ତଦନ୍ତ ପାଇଁ ଆସିଲେ, ମୁହଁ ଖୋଲି ଲେନି ଡୁଡା ପିଡି
କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟରେ ସାମ୍ବାଦିକ ଭଗବାନ ପାଢୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ କୋଦଳା ଥାନାରେ ରୁଜୁ ହୋଇଛି ମାମଲା । ତେବେ ଅଭିଯୋଗର ୩ ଦିନ ପରେ ବି ପୋଲିସର ହାତ ଖାଲି। ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପୋଲିସ ଖୋଜୁଛି ସତ, ହେଲେ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇପାରିନାହିଁ। ସେପଟେ କୋଦଳା ଏନଏସି କାର୍ଯ୍ଯାଳୟରୁ ସିସିଟିଭି ଫୁଟେଜ ଗାଏବ୍ ହୋଇଯାଇଥିବା ଆଲୋଚନା ହେଉଛି। ସିସିଟିଭି ଫୁଟେଜ ନଥିବାରୁ ତଦନ୍ତ ପ୍ରକ୍ରିୟାରେ ବାଧା ସୃଷ୍ଟି ହୋଇଥିବା ବେଳେ ।