ବାଲିଗୁଡା ଥାନାରେ ଏକ 22ଲକ୍ଷ ଠକେଇ ମାମଲା ରୁଜୁ ହଇଛି, ନୁଆସାହି ଭାର୍ଡିପଦା ଅଞ୍ଚଳର ସୁଜ୍ଞାନୀ ମିଶ୍ର ଙ୍କ ଅଭିଯୋଗ ଆଧାର ଏହି ବାଲିଗୁଡା ଥାନାରେ 198/2025ମାମଲା ରୁଜୁ ହଇଛି, ଅଭିଯୋଗ ଅନୁସାରେ ଜମିଜୁମାକୁ ନେଇ 22ଲକ୍ଷ ନେବା ପରେ ଆଉ ଦେଇନଥିବାରୁ ନୁଆସାହି ର ଅଞ୍ଚଳର ରାୟ ପରିବାର 4ଜଣକ ନାମରେ ଏହି ଅଭିଯୋଗ କରାଯାଇଛି, ଏହି ସଂଙ୍କ୍ରାତର ଥାନା ଅଧିକାରୀ ସମ୍ବିତ ପାତ୍ର ତଦନ୍ତକାରୀ ଅଧିକାରୀ ଦାୟିତ୍ୱ ରେ ଥିବା ନେଇ ସୁଚନା ମିଳିଛି