ମୋହନା: ଢେପାଲାଞ୍ଜୁ ଗ୍ରାମ ରେ ବର୍ଷା ପାଣି ପଶିଲା ଘରେ
ମୋହନା ବ୍ଲକ ଅଂଚଳ ରେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି କିଛି ଦିନ ହେଲା ମଙ୍ଗଳବାର ସନ୍ଧ୍ୟା 6ଟା ରେ ପ୍ରବଳ ବର୍ଷା ହେଇଥିଲା ଯାହା ଦ୍ୱାରା କର୍ଚ୍ଚବାଡ଼ି ପଂଚାୟତ ର ଢେପାଲାଞ୍ଜୁ ଗ୍ରାମ 10ରୁ 12ଘରେ ବର୍ଷା ପାଣି ଘରେ ପଶିଚି ପରିବାର ଲୋକେ ବହୁ ଦୁଃଖ କଷ୍ଟ ରେ ପାଣି ଘରୁ କଡୁଥିବା ଦେଖିବାକୁ ମେଳିଛି ବହୁ ସାମଗ୍ରୀ ନଷ୍ଟ ହେଇଥିବା ସୂଚନା ମେଳିଛି