ଆଜି ରବିବାର ବରଗଡ଼ ଜିଲ୍ଲା ପଦ୍ମପୁର ସହର ଅଞ୍ଚଳ ମହାବିଦ୍ୟାଳୟ ଠାରେ ସକାଳ ୧୧ ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ସମୟରେ ଶେଷ ହୋଇଥିଲା ବନଖଣ୍ଡ ସ୍ତରୀୟ ଏକ ଦିବସିୟ ଗଜସାଥୀ ପ୍ରଶିକ୍ଷଣ ଶିବିର । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ବରଗଡ dfo ସରୋଜ ପଣ୍ଡା ଓ ସମ୍ମାନିତ ଅତିଥି ଭାବରେ ଅଞ୍ଚଳ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରମୋଦ କୁମାର ତ୍ରିପାଠୀ, ପ୍ରକୁତିବନ୍ଧୁ ମିନିକେତନ ସାହୁ, acf ବରଗଡ forest ଡିଭିଜନ ହରମୋହନ ରଥ ଯୋଗଦେଇ ନିଜ ନିଜ ଅଭିଭାଷଣ ରଖିଥିଲେ। ଏହି କାର୍ଯ୍ୟକ୍ରମ ରେ ହାତୀ , ମଣିଷ ବିବାଦ ଓ ନିରାକରଣ ବିଷୟରେ ଆଲୋଚନା କରାଯାଇଥିଲା।