ବଲାଙ୍ଗିର: ପାଟଣା କପ କ୍ରିକେଟ ପ୍ରତିଯୋଗିତାର ସେମି-ଫାଇନାଲ ମ୍ୟାଚରେ ଯୋଗଦେଇ ଜିଲ୍ଲାପାଳ ବଲାଙ୍ଗିର ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଅବସରରେ ସେ କହିଥିଲେ ଯେ, ଏପରି କ୍ରୀଡା ପ୍ରତିଯୋଗିତା ଯୁବ କ୍ରୀଡାବିତ୍ମାନଙ୍କ ପାଇଁ ନିଜ ପ୍ରତିଭା ଓ କ୍ଷମତା ପ୍ରଦର୍ଶନର ଏକ ଉତ୍କୃଷ୍ଟ ମଞ୍ଚ। ଏଭଳି ଆୟୋଜନ ଦ୍ୱାରା ଯୁବପିଢ଼ୀ କ୍ରୀଡା ପ୍ରତି ଆକୃଷ୍ଟ ହେବା ସହ ଆଗାମୀ ଦିନରେ ଜାତୀୟ ସ୍ତରରେ ନାମ କରିବେ ବୋଲି ଜିଲ୍ଲାପାଳ ଆଶା ପ୍ରକାଶ କରିଥିଲେ। ବୋଲି ଆଜି ଅପରାହ୍ନ ୨ଟା ସମୟରେ ସୂଚନା ଦେଇଛନ୍ତି