ଟିଟିଲାଗଡ଼ - କିଛି ଦିନ ତଳେ ଟିଟିଲାଗଡ଼ ସହର ନିକଟସ୍ଥ ଶଗଡ଼ ଘାଟ ଗ୍ରାମର ଲବ ହରପାଲ ଓ ଦ୍ରୌପଦୀ ହରପାଲଙ୍କ ଆଠ ବର୍ଷର ପୁଅ ଅଙ୍କେସ ହରପାଲ ଫନି କମ୍ପାନୀର ଲାଇଟ ହାଉସ ଟେଷ୍ଟି ସ୍ନାକ୍ସ ପାଞ୍ଚ ଟଙ୍କିଆ କୁରକୁରେ ଭଳିଆ ପ୍ୟାକେଟ ଖାଇବା ପରେ ଚୁଲି ନିଆଁକୁ ଖେଳନା ଫିଙ୍ଗି ଦେବାରୁ ବିସ୍ପୋରଣ ଘଟି ଆଖିର ବହୁତ କ୍ଷତି ହେବା ପରେ ଟିଟିଲାଗଡ଼ ଥାନାର ଦ୍ୱାରସ୍ଥ ହୋଇ କମ୍ପାନୀ ବିରୁଦ୍ଧରେ ମାମଲା ରୁଜୁ ପରେ ଟିଟିଲାଗଡ଼ ପୋଲିସ ତଥା ଟିଟିଲାଗଡ଼ ଉପ ଜିଲ୍ଲାପାଳ ଶ୍ରୀଯୁକ୍ତ ପଦ୍ମନାଭ ସାମନ୍ତରାୟଙ୍କ ନେତୃତ୍ୱରେ କମ୍ପାନୀକୁ ଚିଠି କରି ଜଣାଇବା ପରେ ଶନିବାର ଅପରାହ୍ନରେ କମ୍ପାନୀ କତୃପକ୍ଷ ମନ