ଆସନ୍ତା କାଲି କୌଶଳ କଲା ମଣ୍ଡପରେ ନଟରାଜ କଳା ପରିଷଦ ପକ୍ଷରୁ ଆୟୋଜିତ ହେବାକୁ ଥିବା ବିଶେଷ ନାଟକକୁ ନେଇ ଆଜି କଳାକାରମାନେ ନିଜ ପ୍ରତିକ୍ରିୟା ରଖିଛନ୍ତି। କଳାକାରମାନଙ୍କ କହିବା ଅନୁସାରେ— ଏହି ନାଟକ ମାନବୀୟ ସମ୍ପର୍କ, ସମାଜିକ ବାସ୍ତବତା ଓ ସଂସ୍କୃତିକ ମୂଳ୍ୟକୁ ପ୍ରକାଶ କରିବ। ସମ୍ପୂର୍ଣ୍ଣ ନାଟକରେ ସଂଗୀତ, ନୃତ୍ୟ, ଅଭିନୟର ସୁନ୍ଦର ସମନ୍ୱୟ ଦର୍ଶକଙ୍କୁ ଆକର୍ଷିତ କରିବାକୁ ପୁରା ପ୍ରସ୍ତୁତ। କଳା ପରିଷଦର ଅନୁରୋଧ— ଅଧିକାଧିକ ଦର୍ଶକ ଆସି ଓଡ଼ିଆ ନାଟ୍ୟ ସଂସ୍କୃତିକୁ ଉତ୍ସାହିତ କରିବା କୁ ଅନୁରୋଧ କରିଛନ୍ତି