ସୋମବାର ଦିନ ବାରିପଦା ସଦର ଅବକାରୀ ଥାନା ଅଧିନ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୯୭ ଲିଟର ଦେଶୀ ମଦ ଜବତ କରାଯିବା ସହିତ ୪ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ମାନେ ହେଲେ ବାରିପଦା ସଦର ଥାନା ଅନ୍ତର୍ଗତ ବାଙ୍କିଶୋଳ ଅଞ୍ଚଳର ଖକନ ଦିଗାର, ବାରିପଦା ଟାଉନ ଥାନା ଅର୍ନ୍ତଗତ ଦେବେନ୍ଦ୍ରପୁର ର ସାଲଖାନ ହାଁସଦା, ବଡସାହି ଥାନା ଅନ୍ତର୍ଗତ ଦିନବନ୍ଧୁପୁର ର ବିଶ୍ଵନାଥ ମାଝି ଓ ବେତନଟୀ ଥାନା ଅନ୍ତର୍ଗତ ତସରଡ଼ା ର ସିଦାମ ମାରାଣ୍ଡି।