ବଲାଙ୍ଗୀର: ମହାତ୍ମା ଗାନ୍ଧି ନିଶ୍ଚିତ କର୍ମ ଯୋଜନାକୁ ମୂଳ ରୂପରେ ଫେରାଇବା ଦାବି ଦେଓଗାଁ ବିଡ଼ିଓ କାର୍ଯ୍ୟାଳୟରେ କଂଗ୍ରେସର ଦାବିପତ୍ରପ୍ରଦାନ
ମହାତ୍ମା ଗାନ୍ଧି ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାକୁ ତାହାର ମୂଳ ରୂପରେ ଫେରେଇ ଅଣାଯିବା ଦାବିରେ ଆଜି ଅପରାହ୍ନ ୩ଟା ସମୟରେ ଦେଓଗାଁ ବ୍ଲକ କଂଗ୍ରେସ କମିଟି ତରଫରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ବ୍ଲକ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ରାମଜୀ ଚୌଧୁରୀଙ୍କ ନେତୃତ୍ବରେ କଂଗ୍ରେସ କର୍ମୀମାନେ ଦେଓଗାଁ ବିଡ଼ିଓଙ୍କୁ ଏହି ଦାବିପତ୍ର ଦେଇଛନ୍ତି। ଏନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କଂଗ୍ରେସ୍ କର୍ମୀ