ବେଆଇନ ଭାବରେ କାଠର ଚୋରାଚାଲାଣ ରୋକିବାକୁ ବନ ବିଭାଗ ତରଫରୁ ବିଭିନ୍ନ ସମୟରେ ଚଢ଼ାଉ କରାଯାଉଛି । ବନ ବିଭାଗ ତରଫରୁ ଚଢ଼ାଉ କରାଯାଇ ବିପୁଳ ପରିମାଣର କାଠ ଜବତ କରାଯାଇଥିବା ବେଳେ ବିଭିନ୍ନ ଘଟଣାକୁ ନେଇ ଆଜି ମଧ୍ୟାହ୍ନ ୧୨ ଟା ସମୟରେ ବଲାଙ୍ଗିର ସଦର ରେଞ୍ଜ କାର୍ଯ୍ୟଳୟରେ ପ୍ରତିକ୍ରିୟା ରଖିଛନ୍ତି ସଦର ରେଞ୍ଜର ନବୀନ ପଣ୍ଡା