ନର୍ଲା: ଲୀମୁର ସିଂଗା ଗ୍ରାମର ଲୋଚନ ରଣା ଙ୍କୁ ତାଙ୍କ ବାପା ଓ ଭାଇ ମାଡ ମାରିବା ଘଟଣା ଆଜି ଥାନାରେ ଅଭିଯୋଗ
ଗତ ଷୋମବାର ଦିନ ରାତ୍ର ସାତ ଘଣ୍ଟା ସମୟରେ ଲୀମୂର ସିଙ୍ଗା ଗ୍ରାମର ଲୋଚନ ରଣା ଙ୍କୁ ତାଙ୍କ ଭାଇ ଓ ବାପା ମିଶି ମାଡ ମାରିବା ଘଟଣା କୁ ନେଇ ଆଜି ମଙ୍ଗଳବାର ଦିନ ସନ୍ଧ୍ୟା ପାଞ୍ଚ ଘଣ୍ଟା ମଧ୍ୟରେ ଥାନାରେ ଅଭିଯୋଗ କରିଛନ୍ତି ଲୋଚନ ରଣା