Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
Delhi
Viral
Jharkhand
���िल्ली
Breakingnews
Madhya_pradesh
Pmmodi
Rahulgandhi
Haryana
Sambalpur
Cyclone
���ादी
Crimenews
Karnataka
Bareilly
���प
Agra
Biharnews
Jodhpur
Fatehpur
Kanganaranaut
Amitshah
Fire
Live
Jhansi
Yogiadityanath
Rain
Trending
���िवाद
bhandaripokhari.95
No video available
3
ଭଣ୍ଡାରିପୋଖରୀ: ଚୁଆଗଡ଼ିଆ ଗ୍ରାମରେ ଅଗ୍ନିକାଣ୍ଡ ଘଟି ଜଳିଗଲା ଛଣ ଗଦା ଓ ବାଉଁଶ ବୁଦା
Bhandari Pokhari, Bhadrak
| Apr 19, 2024
ଭଣ୍ଡାରିପୋଖରୀ ବ୍ଲକ ନାଆମୀ ପଞ୍ଚାୟତ ସାତଶୋଳା ଚୁଆଗଡ଼ିଆ ଗ୍ରାମରେ ଶୁକ୍ରବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟି ଛଣ ଗଦା ଓ ବାଉଁଶ ବୁଦା ଜଳିଯାଇଛି। ଗ୍ରାମର ସୁଦର୍ଶନ ସାହୁଙ୍କ ଛଣଗଦା ଓ ବାଉଁଶ ବୁଦାରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟିଥିଲା । ଏନେଇ ଭଣ୍ଡାରିପୋଖରୀ ଦମକଳ ବାହିନୀକୁ ଖବର ଦିଆଯାଇଥିଲା । ଗ୍ରାମ ଲୋକଙ୍କ ସହ ମିଶି ଅଗ୍ନିଶମ କର୍ମଚାରୀ ନିଆଁକୁ ଆୟତ୍ତ କରିଥିଲେ।
#accident
#fire
MORE NEWS
ଭଣ୍ଡାରିପୋଖରୀ: ଭଣ୍ଡାରିପୋଖରୀ ଦକ୍ଷିଣବାଡ଼ ପଞ୍ଚାୟତ ରେବୋ ଗ୍ରାମର ରାଜେନ୍ଦ୍ର ଖଣ୍ଡେଇଙ୍କ ଭାଣିଜୀ ବିବାହ ଉତ୍ସବ ରେ ଯୋଗଦେଲେ ଭଣ୍ଡାରିପୋଖରୀ ବିଧାୟକ
Bhandari Pokhari, Bhadrak | Feb 20, 2026
ଭଣ୍ଡାରିପୋଖରୀ: ଭଣ୍ଡାରିପୋଖରୀ କଂଗ୍ରେସ ର ସାଧାରଣ ସମ୍ପାଦକ ମିଶିଲେ ବିଜେପି ରେ ପ୍ରତିକ୍ରିୟା ରଖିଲେ
Bhandari Pokhari, Bhadrak | Feb 20, 2026
ଭଣ୍ଡାରିପୋଖରୀ: ଭଣ୍ଡାରିପୋଖରୀ ସୁବର୍ଣ୍ଣମୁଖି ମଣ୍ଡଳ ରେ ବିଜେପି ର ମିଶ୍ରଣ ପର୍ବ ରେ ପ୍ରତିକ୍ରିୟା ରଖିଲେ ସାଂସଦ ଅଭିମନ୍ୟୁ ସେଠୀ
Bhandari Pokhari, Bhadrak | Feb 20, 2026
ଭଣ୍ଡାରିପୋଖରୀ: ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୁବର୍ଣମୁଖି ମଣ୍ଡଳରେ ବିଜେପି ର ମିଶ୍ରଣ ପର୍ବ ଯୋଗଦେଲେ ଭଦ୍ରକ ସାଂସଦ
Bhandari Pokhari, Bhadrak | Feb 20, 2026
ଭଣ୍ଡାରିପୋଖରୀ: ଭଣ୍ଡାରିପୋଖରୀ ହାଟଡିହ କେନାଲ ଛକରେ ମହୁ ମାଛି ଆକ୍ରମଣ ଘଟଣା ରେ ପ୍ରତିକ୍ରିୟା ରଖିଲେ ଆହତ ଙ୍କ ସମ୍ପର୍କୀୟ
Bhandari Pokhari, Bhadrak | Feb 18, 2026
ଭଣ୍ଡାରିପୋଖରୀ: ଚୁଆଗଡ଼ିଆ ଗ୍ରାମରେ ଅଗ୍ନିକାଣ୍ଡ ଘଟି ଜଳିଗଲା ଛଣ ଗଦା ଓ ବାଉଁଶ ବୁଦା - Bhandari Pokhari News