ରାମଚଣ୍ଡୀ ସମ୍ବଲପୁରୀ କେଲେଣ୍ଡର ଲୋକାର୍ପିତ ସମ୍ବଲପୁର ଦାନୀପାଲି ସ୍ଥିତ ରଣେଶ୍ୱର ରାମଚଣ୍ଡୀ ମନ୍ଦିରରେ ପରିସରରେ ୨୦୨୬ ବର୍ଷର ନୂତନ ରଣେଶ୍ୱର ରାମଚଣ୍ଡୀ ସମ୍ବଲପୁରୀ କେଲେଣ୍ଡର ଲୋକାର୍ପିତ ହୋଇଯାଇଛି । କେଲେଣ୍ଡର ଙ୍କୁ ପ୍ରଥମେ ରଣେଶ୍ୱର ରାମଚଣ୍ଡୀଙ୍କ ପାଖରେ ପୂଜା କରାଯାଇ ଅର୍ପଣ କରାଯାଇଥିଲା । ସଭାପତି କୃପାସିନ୍ଧୁ ଖମାରୀଙ୍କର ସଭାପତିତ୍ୱରେ ଆୟୋଜିତ କାଯର୍ୟକ୍ରମରେ ପୂଜକ ଦେବୀ ପ୍ରସାଦ ଭୋଇ ରଣେଶ୍ୱର ରାମଚଣ୍ଡୀ ଙ୍କ ମନ୍ତ୍ର ପାଠ କରି ନୂତନ କେଲେଣ୍ଡରର ଶୁଭାରମ୍ଭ କରିଥିଲେ । ରଣେଶ୍ୱର ରାମଚଣ୍ଡୀ ସମ୍ବଲପୁରୀ କେଲେଣ୍ଡର ସମ୍ବଲପୁର ସମେତ ଁପଶ୍ଚିମ ଓଡି