ରେଢାଖୋଲ: ରେଢ଼ାଖୋଲ ବୌଦ୍ଧ ରାସ୍ତାର ପନ୍ଥେଇ ନିକଟ ବୁଲାଣିରେ ଭାରସାମ୍ୟ ହରାଇ ଓଲଟିଲା ଗୋରୁ ବୋଝେଇ କଣ୍ଟେନର, ଜଣେ ମୃତ ସହ ୩୨ ଗୋରୁ ମୃତ
ରେଢ଼ାଖୋଲ ବୌଦ୍ଧ ରାସ୍ତାର ପନ୍ଥେଇ ନିକଟ ବୁଲାଣିରେ ଭାରସାମ୍ୟ ହରାଇ ଓଲଟିଲା ଗୋରୁ ବୋଝେଇ କଣ୍ଟେନର, ଜଣେ ମୃତ ସହ ୩୨ ଗୋରୁ ମୃତ,୧୫୩ ବି ଜାତୀୟ ରାଜପଥ ଅନ୍ତର୍ଗତ ରେଢ଼ାଖୋଲ ବୌଦ୍ଧ ରାସ୍ତାର ପନ୍ଥେଇ ନିକଟ ବୁଲାଣିରେ ଶନିବାର ଭୋର ସକାଳେ ଏକ ଗୋରୁ ବୋଝେଇ କଣ୍ଟେନର ଭାରସାମ୍ଯ ହରାଇ ଓଲଟି ପଡିଛି।ସୁଚନା ଅନୁଯାଇ କଣ୍ଟେନରଟି ବୌଦ୍ଧ ଅଞ୍ଚଳରୁ ରେଢ଼ାଖୋଲ ଆଡକୁ ଆସୁଥିଲା ବେଳେ ଏଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି।ଗୋରୁ ମାଫିଆ ୫ଜଣ ଗାଡିରେ ଥିବା ବେଳେ କଣ୍ଟେନର ଭିତରେ ୫୦ରୁ ଅଧିକ ଗୋରୁ ଫସିରହିଥିବା ଅନୁମାନ କରାଯାଉଛି। ସକାଳୁ ଅନୁଗୋଳ ଜିଲ୍ଲା କିଆକଟା ପୁଲିସ ଓ ବୌଦ୍ଧ ର ଅଗ୍ନିଶମ ବ