ମୋହନା: ଆର ଉଦୟଗିରିରେ ବାହୁଡା଼ ଯାତ୍ରା ଅନୁଷ୍ଠିତ
ଗଜପତି ଜିଲ୍ଲା ଆର ଉଦୟଗିରି ବ୍ଲକ ସ୍ଥାନୀୟ ଆଡପ ମନ୍ଦିର ରେ ନୀତିକ୍ରାନ୍ତି ସରିବା ପରେ ସୋମବାର ପହଣ୍ଡି କରି ରଥ ରେ ବିଜେ ହେଇଥିଲା ଠାକୁର ପରେ ରଥ ଟଣା ଯାଇଥିଲା ଶ୍ରୀ ମନ୍ଦିର ନିକଟ କୁ ସନ୍ଧ୍ୟା ଆଳତି ରେ ଭକ୍ତ ଙ୍କ ଭିଡ଼ ଜମିଥିବା ବେଳେ ବାହୁଡା଼ ରଥ ଟାଣିବାକୁ ଅଂଚଳ ର ବହୁ ଭକ୍ତ ଯୋଗ ଦେଇଥିଲେ ବୋଲି କମିଟି ସନ୍ଧ୍ୟା 7ରେ ସୂଚନା ଦେଇଛନ୍ତି