ଡିସେମ୍ବର ୩ ତାରିଖ ଟ୍ରକ ଦୁର୍ଘଟଣାଟି ରାତି ପ୍ରାୟ ୯ଟା ପାଖାପାଖି ହୋଇଥିବାର ସୂଚନା ମିଳିଛି, ଦୁର୍ଘଟଣା ପରେ ଡ୍ରାଇଭର ଟ୍ରକ ଛାଡି ଫେରାର ମାରିଛି, ଟ୍ରକଟି ସିମେଣ୍ଟ ଗୋଡି ମିଶା କଂକ୍ରିଟ ପରିବହନ କରେ, ଟ୍ରକ ନମ୍ବର -OD 16F 1622,ଦେଖଣାହାରୀଙ୍କ ବକ୍ତବ୍ୟ ଅନୁସାରେ, ଡ୍ରାଇଭରର ଅନ୍ୟମନସ୍କତା ଯୋଗୁଁ ଦୁର୍ଘଟଣା ଘଟିଛି, କେହି ହତାହାତ ହୋଇନାହାନ୍ତି, ପ୍ରାୟ ଟ୍ରକ ଗୁଡିକ ବିନା ହେଲଫରରେ ଚାଲିଛି, ଡ୍ରାଇଭର ଅଧିକ ଟଙ୍କା ଉପାର୍ଜନା ପାଇଁ, ହେଲଫର ରଖୁ ନାହାନ୍ତି ସେଥିପାଇଁ ଏଭଳି ଦୁର୍ଘଟଣା ଦେଖିବାକୁ ମିଳୁଛି ଏଥିପାଇଁ ରାଉରକେଲା ଟ୍ରାନ୍ସପୋର୍ଟ ବିଭାଗ ଦୃଷ୍ଟି ଦେଵା ଦରକାର