ବଲାଙ୍ଗୀର: ସାଶ୍ତ୍ରୀନଗର ସ୍ଥିତ କେନ୍ଦ୍ରୀୟ ପୁନର୍ବାସ କେନ୍ଦ୍ର ପକ୍ଷରୁ Purple Fair୨୦୨୫କୁ ନେଇ ପ୍ରି ଇଭେଣ୍ଟ ସମ୍ବାଦୀକ ସମ୍ବିକନୀ
ଆଜି ସାଶ୍ତ୍ରୀନଗର ସ୍ଥିତ କେନ୍ଦ୍ରୀୟ ପୁନର୍ବାସ କେନ୍ଦ୍ର CRC ବଲାଙ୍ଗିର ପକ୍ଷରୁ Purple Fair–2025 କୁ ନେଇ ଏକ ପ୍ରି–ଇଭେଣ୍ଟ ମିଡିଆ ମିଟ୍ ଆୟୋଜିତ ହୋଇଛି। ଆସନ୍ତା ୧୭ ଡିସେମ୍ବରରେ କୋଶଳ କଳା ମଣ୍ଡପ, ବଲାଙ୍ଗିର ଠାରେ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ପାଇଁ ଏହି Purple Fair ଅନୁଷ୍ଠିତ ହେବ। ଏହି ମିଡିଆ ମିଟ୍ରେ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ, ସେବା ଓ ସୁବିଧା ସମ୍ପର୍କରେ ମିଡିଆକୁ ଅବଗତ କରାଯାଇଥିଲା। CRC ବଲାଙ୍ଗିର ପକ୍ଷରୁ ସମସ୍ତ ମିଡିଆ ସହୋଦରମାନଙ୍କୁ Purple Fair–2025 ସଫଳ କରିବା ପାଇଁ ସହଯୋଗ ଅନୁରୋଧ କରାଯାଇଛି।