ଆଠମଲ୍ଲିକ: ଚୋରା ଗ୍ଯାସ ବୋଝେଇ ଭ୍ୟାନ ଜବତ , ୨ ଗିରଫ
ଅନୁଗୋଳ ଜିଲ୍ଲା କିଶୋରନଗର ଥାନା ପୋଲିସ ଶନିବାର ଦିନ ବାମୁର କୁଟାଶିଙ୍ଗା ନିକଟରୁ ଏକ ଚୋରା
ଗ୍ଯାସ ସିଲିଣ୍ଡର ବୋଝେଇ ଭ୍ୟାନ କୁ ଜବତ କରିଛି । ଏଥିରୁ ୬୪ ଟି ଗ୍ଯାସ ସିଲିଣ୍ଡର ଜବତ କରିଥିବା ବେଳେ ଏହି କାରବାର ରେ ଥିବା ଆଠମଲ୍ଲିକ ଥାନା ମାଧପୁର ଅଞ୍ଚଳ ର ଅକ୍ଷୟ କୁମାର ଥାଟି, କିଆକଟା ଥାନା ବାଜପୁର ଅଞ୍ଚଳ ର ସୁନୀଲ ରାଉଳ ଙ୍କୁ ଗିରଫ କରାଯାଇଛି । ଏ ନେଇ ନମ୍ବର ୩୨୮/୨୫ ରେ ଏକ ମାମଲା ରୁଜୁ କରି ଆଠମଲ୍ଲିକ କୋର୍ଟ କୁ ରବିବାର ଦିନ ଅପରାହ୍ନ 3 ଟା ରେ ଚାଲାଣ କରାଯାଇଛି । ଘଟଣା ରୁ ଜଣା ପଡିଛି ଯେ କିଶୋରନଗର ଅଞ୍ଚଳ ରେ କିଛି ମାସ