ବାଲିଗୁଡା: ଫୁଲବାଣୀ ମେଡିକାଲ କଲେଜ ନାମରେ ସାଙ୍ଘାତିକ ଅଭିଯୋଗ ଆଣିଲେ କଲିଙ୍ଗ ଗ୍ରାମର ଖ୍ରୀଷ୍ଟ ଛାଟିଆ
ଫୁଲବାଣୀ ଜିଲ୍ଲାପାଳ ଙ୍କ କାଯ୍ୟଳୟ ଠାରେ ମେଡିକାଲ କେଜରେ ଉଚିତ୍ ସ୍ୱାସ୍ଥ୍ୟ ସେବା ନପାଇ ଚିକିତ୍ସା ରେ ଅବହେଳା ଓ ଦୁର୍ବ୍ଯବହାର ର ଶିକାର ହୋଇ ମୋ ଝିଅ ର ମୃତ୍ୟୁ ହୋଇଥିବା କାରଣରୁ ନ୍ୟାୟ ପ୍ରଦାନ ସହିତ କ୍ଷତି ପୂରଣ ସମ୍ୱନ୍ଧେ ଜିଲ୍ଲାପାଳ ଙ୍କୁ ଦାବିପତ୍ର, ଏହି ଦାବିପତ୍ର ଟି ମଙ୍ଗଳବାର ଅପରାହ୍ନ ସମୟରେ ଜିଲ୍ଲାପାଳ ଙ୍କ କାଯ୍ୟଳୟ ରେ ଦେଇଛନ୍ତି, ଉକ୍ତ ଅଭିଯୋଗ ଟି ସୁଲୁମା ଅଞ୍ଚଳ କଲିଙ୍ଗ ଗ୍ରାମର ଖ୍ରୀଷ୍ଟ ଛାଟିଆ ଦେଇଛନ୍ତି, ତାଙ୍କ ଅଭିଯୋଗ ରେ ଉଲ୍ଲେଖ ରହିଯେ ସ୍ତ୍ରୀ ଙ୍କ ଦେହାନ୍ତ ପରେ ମୋର ମଧ୍ୟ ଗୋଟିଏ ଆଖି ସଂପୂର୍ଣ ନଷ୍ଟ ହୋଇଯାଇଛି ଏବଂ ଶରୀରର ଗୋଟିଏ ପାର୍ଶ୍ଵ ଅକ୍ଷମ