ଡିସେମ୍ବର ୭ ତାରିଖ ପୂର୍ବାହ୍ନ ୧୧ଟା ସମୟରେ, ରାଉର କେଲା ନିକଟ ଜଗଦା ସ୍ଥିତ ବରଟୋଲିର "ପଦ୍ମିନୀ ପାଲେସରେ" ଭାରତ ବିକାଶ ପରିଷଦ " ଶାଖା ମାନଙ୍କ ସହଯୋଗରେ ଭାରତ କୋ ଜାନୋ, ପ୍ରତିଯୋଗିତାର ଅଧ୍ୟକ୍ଷତା ଶ୍ରୀ ପୁର୍ଣଚନ୍ଦ୍ର ଖୁଣ୍ଟିଆ, କ୍ଷେତ୍ରୀୟ ମହାସଚିବ ଜରିଥିଲା ବେଳେ, ପ୍ରାନ୍ତୀୟ ମହାଶ ସଚିବ ଶ୍ରୀ ପ୍ରକାଶ କୁମାର ପଟନାୟକ ସଂଯୋଜନାରେ ସମୁଦାୟ କାର୍ଯ୍ୟ ସଫଳତା ପୂର୍ବକ ପରିଚାଳିତ ହୋଇଥିଲା, କାର୍ଯ୍ୟକ୍ରମର *