ଫୁଲବାଣୀ ଠାରେ ଆଜି ମହାପ୍ରଭୁ ଙ୍କ ସୁନାବେଶ ଅନୁଷ୍ଠିତ।ହଜାର ହଜାର ଭକ୍ତ ଙ୍କୁ ଆଜି ମହାପ୍ରଭୁ ଦର୍ଶନ ଦେଲେ।ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ପରେ ସୁନାବେଶ ଅନୁଷ୍ଠିତ ହୋଇଥିଲା।ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା।ପରିଚାଳନା କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।