Public App Logo
Jansamasya
Delhi
Viral
Jharkhand
���िल्ली
Breakingnews
Madhya_pradesh
Pmmodi
Rahulgandhi
Haryana
Sambalpur
Cyclone
���ादी
Crimenews
Karnataka
Bareilly
���प
Agra
Biharnews
Jodhpur
Fatehpur
Kanganaranaut
Amitshah
Fire
Live
Jhansi
Yogiadityanath
Rain
Trending
���िवाद
No video available

ଭଣ୍ଡାରିପୋଖରୀ: ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀରେ ରାମନବମୀ ପାଇଁ ବିଶାଳ ଶୋଭାଯାତ୍ରା, ସାମିଲ ହେଲେ ଶହ ଶହ ରାମଭକ୍ତ

ଆଜି ପ୍ରଭୁ ଶ୍ରୀରାମ ନବମୀ ପାଇ ସାରା ବିଶ୍ୱ ସହିତ ଭଦ୍ରକ ସହର ଉତ୍ସବ ମୁଖର ହୋଇ ଉଠିଛି। ସବୁଆଡେ ରାମ ମୟ ପରିବେଶ। ଭଣ୍ଡାରିପୋଖରୀ ବ୍ଲକରେ ମଧ୍ୟ ଆଜି ରାମ ନବମୀ ପାଇଁ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ଏଥିରେ ଭଣ୍ଡାରିପୋଖରୀ ଅଞ୍ଚଳର ଶହ ଶହ ରାମ ଭକ୍ତ ଶ୍ରୀରାମଙ୍କୁ ପୂଜା କରିବା ସହିତ ରାମଙ୍କ ପ୍ରତିମୂର୍ତ୍ତି ଧରି ଶୋଭାଯାତ୍ରା କରିଛନ୍ତି. ଭଣ୍ଡାରିପୋଖରୀ ହନୁମାନ ମନ୍ଦିର ଠାରୁ ଏହି ଶୋଭାଯାତ୍ରା ବାହାରି ବ୍ଲକର ବିଭିନ୍ନ ଅଞ୍ଚଳ ବୁଲିବା ସହିତ ଭଦ୍ରକ ଅଭିମୁଖେ ଯାତ୍ରା କରିଛନ୍ତି.

MORE NEWS