ବଲାଙ୍ଗୀର: ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ରେ ଚିକିତ୍ସା ସେବାରେ ଅବହେଳା କରାଯାଉଥିବା ଅଭିଯୋଗ ଆଣିଲେ ପଙ୍କଜ ନାଏକ
ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ରୋଗୀଙ୍କୁ ଚିକିତ୍ସା ସେବାରେ ଅବହେଳା କରାଯାଉଥିବା ଅଭିଯୋଗ ଆଣି ଆଜି ମଧ୍ୟାହ୍ନ ୧ ଟା ସମୟରେ ଭୀମଭୋଇ ମେଡିକାଲ କଲେଜ୍ ହସ୍ପିଟାଲ୍ ପରିସରରେ ପ୍ରତିକ୍ରିୟା ରଖିଲେ ପଙ୍କଜ ନାଏକ ।