ଆଜି ମଧ୍ୟାନ୍ହ ୧.୩୦ ସମୟରେ ବୌଦ୍ଧ ଜିଲ୍ଲା ଅବସର ପ୍ରାପ୍ତ ସୈନିକ ସଙ୍ଘର ସରସରା ଠାରେ ସଶସ୍ତ୍ର ବାହିନୀ ଧ୍ୱଜାଦିବସ ପାଳିତ ହୋଇ ଯାଇଛି l ପ୍ରତମେ ବୌଦ୍ଧ ଜିଲ୍ଲା ଅବସର ପ୍ରାପ୍ତ ସୈନିକ ସଙ୍ଘର ସଭାପତି ସୁବେଦାର ସୁରେନ୍ଦ୍ର କୁମାର ଭଞ୍ଜଙ୍କ ଦ୍ୱାରା ଧ୍ୱଜାଦିବସ ଅବସରରେ ଜାତୀୟ ପତାକା ଉତ୍ତୋଳନ କରା ଯାଇଥିଲା l ପରେ ସଙ୍ଘ କାର୍ଯ୍ୟାଳୟ ଠାରେ ମୁଖ୍ୟ ଅତିଥି କନ୍ଧମାଲ ଜିଲାରୁ ଆସିଥିବା ଅବସର ପ୍ରାପ୍ତ ସୁବେଦାର ମେଜର ତଥା ଉଷା ଓଡିଶା ଉପସଭାପତୀ ପ୍ରାଣ ନାଥ ଦିଗlଲଙ୍କ ଦ୍ୱରା ପ୍ରଦୀପ ପ୍ରଯୋଜକ କରିବା ସହିତ ମୃତ୍ୟୁବରଣ କରିଥିବା ସଦସ୍ୟଙ୍କ ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାଥନା