ରାଉରକେଲା ମ୍ୟୁନିସିପାଲଟି: ସେକ୍ଟର ୨୦ ପମ୍ପହାଉସ କଲୋନୀ ନିବାସୀ ଙ୍କ ଆୟୋଜିତ ବିଷ୍ଣୁଶାନ୍ତି ମହାଜଜ୍ଞ, ଧାର୍ମିକ ଶ୍ରଦ୍ଧା, ସାମୁହିକ ଏକତାର ଏକ ଅଦ୍ଭୁତ ପରି
ବେଶ ହୋଇଛି
ଡିସେମ୍ବର ୧ତାରିଖ ପୂର୍ବାହ୍ନ ୧୦ଟା ସମୟରେ ସେକ୍ଟର ୨୦ ପମ୍ପ ହାଉସ କଲୋନୀରେ ଧାର୍ମିକ ଉତ୍ସାହ ଓ ଶ୍ରଦ୍ଧାର ମଧ୍ୟରେ ବିଷ୍ଣୁଶାନ୍ତି ମହାଯଜ୍ଞ ବଡ଼ ଧୂମଧାମରେ ପାଳିତ ହେଉଛି, କଲୋନୀ ନିବାସୀମାନଙ୍କର ସାମୁହିକ ପ୍ରଚେଷ୍ଟାରେ ପାଳିତ ମହାଯଜ୍ଞre ପୁରୋହିତମାନଙ୍କ ଦ୍ୱାରା ଗଣେଷ ପୂଜା, ମଙ୍ଗଳାଚରଣ, ସଂକଳ୍ପ ଓ ବିଷ୍ଣୁ ସହସ ନାମ ପାରାୟଣ କାର୍ଯ୍ୟକ୍ରମ ନଭେମ୍ବର ୩୦ ତାରିଖରୁ ଆରମ୍ଭ ହୋଇ କ୍ରମାଗତ ଭାବେ ପୂଜାର୍ଚନାର ଦ୍ଵିତୀୟ ଦିବସre ମହାଜଜ୍ଞ ବଡ଼ ଧୁମଧାମରେ ଚାଲିଛି,ହୋମ ମଣ୍ଡପରେ ଶୁଦ୍ଧ ଓମଫେଡ ଘିଅ, ହୋମଦ୍ରବ୍ୟ ଓ ମନ୍ତ୍ରଉଚ୍ଚାରଣ ସହିତ ମହାଜଜ୍ଞ ବେଶ ଶାତ୍ରୋକ୍ତ ଭାବରେ କ