ବଲାଙ୍ଗୀର ଗ୍ରାହକ ସେବା କେନ୍ଦ୍ର ଖୋଲିବା ନାରେ ଟଙ୍କା ଠକେଇ ଅଭିଯୋଗ। ବଲାଙ୍ଗୀର ଏସପିଙ୍କ ଠାରେ ଲିଖିତ ଅଭିଯୋଗ ଜଣାଇଲେ ନୂଆପଡ଼ା ଜିଲ୍ଲାର ଅଭିଯୋଗ କାରି। ଅଭିଯୋଗ ଅନୁସାରେ ବଲାଙ୍ଗୀର କଣ୍ଟାବାଞ୍ଜି ର ଶଙ୍କର ବସ୍ତିଆ ନାମକ ଜଣେ ବ୍ୟକ୍ତି ନୂଆପଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସି ଏସ ପି ଗ୍ରାହକ ସେବା କେନ୍ଦ୍ର ଆଇଡି ଖୋଲିଦେବା ନାଁରେ ପାଞ୍ଚ ଜଣଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଛି। ତେବେ ଟଙ୍କା ଫେରସ୍ତ ପାଇଁ ଏମାନେ ବାରମ୍ବାର ତାକୁ ଯୋଗାଯୋଗ କରିବା ସତ୍ତ୍ୱେ ଏମାନେ ବିଫଳ ହୋଇଛନ୍ତି। ଯାହାକୁ ନେଇ ଏମାନେ ବଲାଙ୍ଗୀର ଜିଲ୍ଲା ପୋଲିସ୍ ଆରକ୍ଷୀ ଅଧିକ୍ଷକ ଙ୍କ ପାଖରେ ଆଜି ସନ