ଜଟଣୀ: ଖୋର୍ଦ୍ଧା ରୋଡ଼ ରେଳ ଷ୍ଟେସନ ଠାରୁ ସରସ୍ବତୀ ଶିଶୁ ମନ୍ଦିର ପର୍ଯ୍ୟନ୍ତ ଭାରତୀୟ ମଜଦୂର ସଂଘ ପକ୍ଷରୁ ବାଇକ ରାଲି ଅନୁଷ୍ଠିତ
Jatani, Khordha | May 17, 2025 ଜଟଣୀ ସରସ୍ବତୀ ଶିଶୁ ମନ୍ଦିର ନିକଟରେ ଭାରତୀୟ ମଜଦୂର ସଂଘର ରେଳ କର୍ମଚାରୀ ଶାଖାର ଏକ ବୈଠକ ଅନୁଷ୍ଠିତ ହୋଇଥିଲା | ଏହି ଉପଲକ୍ଷେ ଭାରତୀୟ ମଜଦୂର ସଙ୍ଘ ପକ୍ଷରୁ ଏକ ଏକ ବାଇକ ରାଲି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା |