ବଲାଙ୍ଗୀର: ମଲମୁଣ୍ଡା ପୁଇଁତଳା ବ୍ଲକ୍ ଟେରାକୋଟା ଆଉଟଲେଟ୍ ଓ କଟେଜ୍ PG ପରିଦର୍ଶନ କଲେ ORMAS CEO ଡ଼ ମୋନିକା ପ୍ରିୟଦର୍ଶିନୀ
ମଲମୁଣ୍ଡା, ପୁଇଁତଳା ବ୍ଲକ୍— ଟେରାକୋଟା ଆଉଟଲେଟ୍ ଓ କଟେଜ୍ PG ଗୁଡ଼ିକୁ ଦର୍ଶନ କଲେ ORMAS CEO ଡ଼. ମୋନିକା ପ୍ରିୟଦର୍ଶିନୀ — ଆଜି ORMAS ର CEO ଓ Mission Shakti ଏବଂ OLM ର State Mission Director-cum-CEO ଡ଼. ମୋନିକା ପ୍ରିୟଦର୍ଶିନୀ, IAS ଙ୍କ ଅଗ୍ରଣୀ ନେତୃତ୍ୱରେ ଟେରାକୋଟା ଆଉଟଲେଟ୍ ଏବଂ ସ୍ଥାନୀୟ Cottage PG ରେ ମୂଳ୍ୟାଙ୍କନ ସଭା ଓ କ୍ଷେତ୍ର ଦର୍ଶନ ସମ୍ପନ୍ନ ହେଲା। ORMAS, OLM ଓ Mission Shakti ଟିମ୍ ମାନେ ସହଭାଗୀ ହୋଇ ସ୍ଥାନୀୟ ଉଦ୍ୟମୀମାନଙ୍କ କଳା, ହସ୍ତଶିଳ୍ପ ପଦାର୍ଥ ଏବଂ ଆଜୀବିକା ମଡେଲ୍ଗୁଡ଼ିକୁ ନିକଟରୁ ପରିଦର୍ଶନ କଲେ।