ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ବାରଦାଠାରେ ଥିବା ଶ୍ରୀ ଅରବିନ୍ଦ ଇଣ୍ଟି ଗାଲ ସେଣ୍ଟର ମାତୃଭବନଠାରେ ବିଜ୍ଞାନମେଳା ଅନୁଷ୍ଠିତ ହେଉଛି । ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ୨ଦିନ ଧରି ହେଉଥିବା ଏହି ବିଜ୍ଞାନ ମେଳାକୁ ଆଜି ୧୧ଟା ୩୦ରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗ ଦେଇ ଉଦ୍ଘାଟନ କରିଥିଲେ।ତାଙ୍କ ସହିତ ପର୍ଜଙ୍ଗ ବିଧାୟକ ବିଭୁତି ପ୍ରଧାନ, କାମାକ୍ଷାନଗର ବିଧାୟକ ଶତୃଘ୍ନ ଜେନା,ଜିଲ୍ଲାପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ,ଜିଲ୍ଲା ଶିକ୍ଷା ଅଧିକାରୀ ଓ ଅନ୍ୟାନ୍ୟ ଅତିଥିମାନେ ମଞ୍ଚାସିନ ହୋଇ ଛାତ୍ରଛାତ୍ରୀମାନଙ୍କ ଉଉରୋତ୍ତର କାମନା କରିଥିଲ