ଓରିଏଣ୍ଟ: ବର୍ତ୍ତମାନ ଡିଜିଟାଲ ସମୟରେ ପୁସ୍ତକ ପଢା କୁ ନେଇ ଏଚ କଣ୍ଟାପାଳିରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରତିକ୍ରିୟା ରଖିଲେ ଛାତ୍ରୀ ଅଭିସ୍ପା କର
ଝାରସୁଗୁଡା ଏଚ କଣ୍ଟାପାଳିରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବର୍ତ୍ତମାନ ସମୟରେ ପୁସ୍ତକ ପଢାକୁ ନେଇକୁ ନେଇ ଆଜି ଦିନ ବାରଟା ସମୟରେ ପ୍ରତିକ୍ରିୟା ରଖିଲେ ଛାତ୍ରୀ ଅଭିସ୍ପା କର। ତେବେ ବର୍ତ୍ତମାନ ସମୟରେ ଡିଜିଟାଲ ଦୁନିଆ ହୋଇଥିବା ବେଳେ ସମସ୍ତେ ଅନଲାଇନ ମାଧ୍ୟମରେ ପଢିବା ଏବଂ ଜ୍ଞାନ ଆହରଣ ପାଇଁ ପସନ୍ଦ କରୁଛନ୍ତି। ତେବେ ପୁସ୍ତକ ପଢିବା ଦ୍ୱାରା କିପରି ଛାତ୍ରଛାତ୍ରୀ ଙ୍କ ଜ୍ଞାନ ଆହରଣ ହୋଇଥାଏ ଏବଂ ପୁସ୍ତକ ଏକ ଥେରାପି ଭଳିଆ କାର୍ଯ୍ୟ କରିଥାଏ ବୋଲି ପ୍ରତିକ୍ରିୟା ରେ କହିଛନ୍ତି ଜଣେ ଛାତ୍ରୀ ଅଭିସ୍ପା କର।