ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ଵବିଦ୍ୟାଳୟ ପରିସରରେ ଜାତୀୟ ସମ୍ମିଳନୀ ‘ପ୍ରୟାସ’ ଉଦ୍ଘାଟିତ ହୋଇଯାଇଛି । ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଶ୍ୟାମ ସୁନ୍ଦର ପଟ୍ଟନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଅଧିବେଶନରେ ଜାତୀୟ ଶୈକ୍ଷିକ ବୈଷୟିକ ପ୍ରତିଷ୍ଠାନର ଅଧ୍ୟକ୍ଷ ତଥା ‘ନାକ୍’ର ପୂର୍ବତନ ଚେୟାରମେନ ପ୍ରଫେସର ଅନୀଳ ଡି. ସହସ୍ରବୁଦ୍ଧି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସମ୍ମିଳନୀକୁ ଉଦ୍ଘାଟନ କରିଥିଲେ । ଏହି ସମ୍ମିଳନୀର ବିଷୟବସ୍ତୁ ହେଉଛି, NEP 2020, ଏକ ପରିବର୍ତ୍ତନଶୀଳ ଶିକ୍ଷା ନୀତି l ଜାତୀୟ ଶିକ୍ଷାନୀତି -୨୦୨୦’ ପରିପ୍ରେକ୍ଷୀରେ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ଵବିଦ୍ୟାଳୟର ଏହି ଉଦ୍ୟମ