ଫୁଲବାଣୀ ସହର: ଜିଲ୍ଲାର ଅବସରପ୍ରାପ୍ତ କର୍ମଚାରୀମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରଦାନ କଲେ ସ୍ମାରକ ପତ୍ର
କନ୍ଧମାଳ ଜିଲ୍ଲାର ଅବସରପ୍ରାପ୍ତ କର୍ମଚାରୀମାନେ ସମ୍ମାନର ସହିତ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ୟଶରେ ଜିଲ୍ଲାପାଳ ଙ୍କ ଜରିଆରେ ସ୍ମାରକପତ୍ର ପ୍ରଦାନ କରାଯାଇଛି, ଏହି କାଯ୍ୟକ୍ରମ ଟି ମଙ୍ଗଳବାର ଦିନ ଗଟାଏ ସମୟରେ ଦେଇଥିବା ବେଳେ ପୁର୍ବରୁ ମଧ୍ୟ ରାଜ୍ୟ ସଂଙ୍ଘ ଦ୍ୱାରା ଉକ୍ତ 9ଦଫା ଦାବି ପ୍ରଦାନ କରାଯାଇଥିଲା, ତାହାକୁ 11ମାସ ହେଲା ସରକାର ପୁରଣ କରିନଥିବାରୁ ପୁଣିଥରେ ଏହି 9ଦଫା ଦାବି ଉପସ୍ଥାପନା କରି ପୁଣିଥରେ ଜିଲ୍ଲାପାଳ ଙ୍କ ଅନୁପସ୍ଥିତ ରେ ADM କୁଶଳ ଚନ୍ଦ୍ର ନାୟକ ଙ୍କୁ ପ ପ୍ରଦାନ କରାଯାଇଛି, ଉକ୍ତ କାଯ୍ୟକ୍ରମ ସଟି ସଭାପତି ବ୍ରଜ କୁମାର ପଟ୍ଟନାୟକ ଙ୍କ ନେତୃତ ଦାବିପତ୍ର ପ୍ରଦାନ କର