ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ସିଂହାରପୁରରେ ଚାଷୀ ମାନଙ୍କ ବିଭିନ୍ନ ସମସ୍ୟା କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି l ଲଖନପୁର ବ୍ଲକ କୃଷକ ସଙ୍ଗଠନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ପୂର୍ବାହ୍ନ ୧୧ ଟା ରୁ ଅପରାହ୍ନ ୧ ଟା ୩୦ ଯାଏଁ ଏହି ବୈଠକ ଅନୁଷ୍ଠିତ ହୋଇଛି l ଏହି ବୈଠକରେ ଧାନ କିଣାରେ ସମସ୍ୟା, ଟୋକନ ସମସ୍ୟା, ଅଖା ବସ୍ତା ସମସ୍ୟା ବିଷୟରେ ଆଲୋଚନା କରାଯିବା ସହ ଝାରସୁଗୁଡା ଜିଲ୍ଲାରେ ଏଯାଏଁ ଧାନ କିଣା ଆରମ୍ଭ ହୋଇ ନଥିବାରୁ କ୍ଷୋଭ ପ୍ରକାଶ କରାଯାଇଛି l ଶୀଘ୍ର ଝାରସୁଗୁଡା ଜିଲ୍ଲାରେ ଧାନ କିଣା ଆରମ୍ଭ କରା ନଗଲେ ଚାଷୀ ମାନେ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ପ୍ରକାଶ