ଲୋଇସିଂହା ବ୍ଲକ ରେ ଯୁବୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ଲୋଇସିଂହା ବ୍ଲକ ପରିସରରେ ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ 2026 ଯୁବୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଜୁବୋତ୍ସବ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ଲୋଇସିଂହା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅକ୍ଷୟପାଣି ଉଡ୍ଡୁ ଯୋଗଦେଇ ନିଜ ସ୍ୱରରେ ପ୍ରଥମେ ଏକ ସୁନ୍ଦର ଗୀତ ଗାଇବା ପରେ ନୃତ୍ୟ ଓ ଗୀତ ମାନ ଆରମ୍ଭ ହେଲା l ସମ୍ମାନିତ ଅତିଥି ଭାବେ ଓଡିଶା ଆଦର୍ଶ ବିଦ୍ୟାଳୟ ଝାରମୁଣ୍ଡା ର ପ୍ରିନ୍ସିପାଲ ଓ ଲୋଇସିଂହା ମହାବିଦ୍ୟାଳୟ ର ପ୍ରିନ୍ସିପାଲ, ଏବିଡ଼ିଓ କିଶୋରଚନ୍ଦ୍ର ମାନସିଂହ, ଏ. ଇ. ଇ ସିଦ୍ଧର୍ଥ ପାଢ଼ୀ, ପିଇଓ ସମାର