ନୂଆଗାଁ ବ୍ଳକର ଆଇ.ସି.ଡି.ଏସ କାର୍ଯ୍ୟାଳୟର ବିଭିନ୍ନ ଅଙ୍ଗନୱାଡି କେନ୍ଦ୍ର ମଧ୍ୟମରେ ଛତୁଆ ବଣ୍ଟନ କରାଯାଇଥାଏ। ନୂଆଗାଁ ବ୍ଳକର ୨ଟି କେନ୍ଦ୍ର ମେନ୍ମେନା ଗ୍ରାମପଞ୍ଚାୟତର ଲିପ୍ସା ଏସ.ଏଚ.ଜି ଗ୍ରୁପ ଓ ସୋରଡା ଗ୍ରାମପଞ୍ଚାୟତର ବାରିବେଡ଼ା ଗ୍ରାମରେ ଜ୍ୟୋତି ଏସ.ଏଚ.ଜି ଗ୍ରୁପ ଛତୁଆ ନିମନ୍ତେ ବିଭିନ୍ନ ସାମଗ୍ରୀକୁ ମିଶ୍ରଣ କରିଥିଲେ।