ଆଜି ସନ୍ଧ୍ୟା ୭.୩୦ସମୟରେ ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ l ଆଜି ଜିଲ୍ଲା ଅବକାରୀ ମୋବଇଲ ସ୍କ୍ୱାର୍ଡ ଟିମ ବୌଦ୍ଧ ଥାନା ଉଲୁଣ୍ଡା ଗ୍ରାମ ରାସ୍ତାରେ ବେଆନ ଖଜୁରୀ ତାଡି କାରବାର ନେଇ ମଧ୍ୟନ୍ହ ପାଖାପାଖି ୧୨ଟା ସମୟରେ ଚଢ଼ାଉ କରି ୩୦ଲିଟର ଖଜୁରୀ ତାଡିକୁ ଜବତ କରି l ଏଥିରେ ସମ୍ପୃକ୍ତ ଆଶାମିକୁ ଗିରଫ କରି ୧୮୫/୨୫-୨୬ରେ ମାମଲା ରୁଜୁ କରି ୩୫BNSS ରେ ନୋଟିସ ଦେଇ ଆଶାମିକୁ ଛାଡି ଦିଆ ଯାଇଛି