ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ ମଧୁପୁର ଗାଁରେ ଲୋକ ଉନ୍ନତି ସଂଗଠନ ତରଫରୁ ଗ୍ରାମ କମିଟି ସଦସ୍ୟଙ୍କ ସହିତ ଗୋଟିଏ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଆସନ୍ତା ଫେବୃଆରୀ ମାସ ୨୨, ୨୩ ଓ ୨୪ ତାରିଖରେ ବିଷମକଟକରେ ଆୟୋଜିତ ହେବାକୁ ଥିବା ‘ରୁରାଲ ଚର୍ଚ୍ଚା’ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଗଲା। ସେହି ସଭାରେ ଭାଗ ନେବା ପାଇଁ ଗ୍ରାମ କମିଟିର ସମସ୍ତ ସଦସ୍ୟଙ୍କୁ ଆହ୍ୱାନ