ବଲାଙ୍ଗୀର: ଖପ୍ରାଖୋଲ ଅଞ୍ଚଳରେ ପ୍ରେମ ପ୍ରତାରଣା ଗର୍ଭନଷ୍ଟ ମାମଲା ଭୀମ ଭୋଇ ମେଡିକାଲରେ DNA ଖୁଲିବ ସତ୍ୟ
ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଅଞ୍ଚଳରେ ଜଣେ ଯୁବତୀଙ୍କ ଚଞ୍ଚଲ୍ୟ କର ଘଟଣା ସାମ୍ନା କୁ ଆସିଛି ଏକ ଜଘନ୍ୟ ପ୍ରେମକାହାଣୀର ପରିଣତି ଦେଖିବାକୁ ମିଳିଛି। ବିବାହ ପ୍ରତିଶ୍ରୁତି ଦେଇ ପ୍ରେମିକ ଦୁଇବର୍ଷ ଧରି ଜଣେ ଆଦିବାସୀ ଯୁବତୀ ସହ ଶାରୀରିକ ସମ୍ପର୍କ ରଖୁଥିଲା। ଯୁବତୀ ଅନ୍ତଃସତ୍ତ୍ୱା ହେବା ପରେ ଜାତିଭେଦ ନେଇ ଦୁହେଁ ମଧ୍ୟରେ ବାଦବିବାଦ ବଢ଼ିଥିଲା। ପରେ ପ୍ରେମିକ ପୁଣିଥରେ ବିବାହ ପ୍ରତିଶ୍ରୁତି ଦେଇ ଡାକ୍ତରୀ ପରାମର୍ଶ ବିନା ଗର୍ଭନଷ୍ଟ ପାଇଁ ଔଷଧ ଦେଇଥିବା ଅଭିଯୋଗ ହୋଇଛି। ଅସୁସ୍ଥ ଯୁବତୀ ମେଡିକାଲରେ ମୃତ ଶିଶୁ ଜନ୍ମ ଦେଇଛନ୍ତି।