ଭୁବନେଶ୍ୱର ସିବିଆଇ ମାଲଖାନାରୁ ସୁବର୍ଣ୍ଣପୁର ସହର ଅଭିମୁଖେ ବାହାରିଲେ ଶ୍ରୀ ଗୋପାଲଜୀ ମହାପ୍ରଭୁ ସୁବର୍ଣ୍ଣପୁର ଜିଲ୍ଲାରେ ଖୁସିର ଲହରୀ। ଆଜି ସହରକୁ ଫେରୁଛନ୍ତି ଶ୍ରୀ ଗୋପାଲଜୀ ମହାପ୍ରଭୁ ଜିଲ୍ଲା ର ଅସ୍ମିତା ର ପ୍ରତୀକ ଅଟନନ୍ତି ଶ୍ରୀ ଗୋପାଲ ଜୀ ଦୀର୍ଘ ୪୨ ବର୍ଷ ପୁର୍ବରୁ ଯେଉଁ ଅସ୍ମିତା ହଜି ଯାଇଥିଲା, ସୁବର୍ଣ୍ଣପୁର ର ଲୋକ ପ୍ରିୟ ଜିଲ୍ଲାପାଳ ଡ଼. ନୃପ ରାଜ ସାହୁ ଏବଂ ଉପଜିଲ୍ଲାପାଳ ଡ.ସୋମ୍ୟରୁପା ରଥ ଙ୍କ ବଳିଷ୍ଠ ନେତୃତ୍ବ, ଦୃଢ଼ ଇଚ୍ଛାଶକ୍ତି ଯୋଗୁଁ ଶ୍ରୀ ଗୋପାଳ ଜୀ ଙ୍କ ଆଶିର୍ବାଦ ମା ସୁରେଶ୍ବରୀ ଙ୍କ ଶକ୍ତି ଓ ସୋନପୁର ଶକ୍ତି ପୀଠ ର ଶକ୍ତି ର ପ୍ରଭାବ ।