ଟିଟିଲାଗଡ଼ - ସହରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଓମ ଭ୍ୟାଲି ସ୍କୁଲର ବାର୍ଷିକ ଉତ୍ସବ ଯାହାକି ୟୁଫୋରିଆ ୨୦୨୫/୨୬ ସ୍ଥାନୀୟ ଚାହାରଭଟା ସ୍ଥିତ ବଡ କ୍ୟାମ୍ପସ ଠାରେ ଶନିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ସ୍କୁଲର ଚେୟାରମେନ ଲାୟନ ଦୀପକ କୁମାର ସାହୁ, ଭାଇସ ଚେୟାରମେନ୍ ଶ୍ରୀମତି ସଙ୍ଗୀତା ସାହୁ, ଏମ ଡି ଶ୍ରୀମତି ବିଭାରାଜ ଗୁପ୍ତା, ସ୍କୁଲ ମେନେଜମେଣ୍ଟର ସଦସ୍ୟ, ସ୍କୁଲ ଅଧ୍ୟକ୍ଷ ଏମ ନାଗା ମାଲେଶ୍ୱେର ରାଓ, ଟିଟିଲାଗଡର ପୂର୍ବତନ ନଗରପାଳ ଶ୍ରୀଯୁକ୍ତ ଶୁଭ୍ରାଂଶୁ ଦାସଙ୍କ ସମେତ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ମାନେ ଉପସ୍ଥିତ ଥିଲେ। ସମସ୍ତ ଅତିଥିଙ୍କୁ ଫୁଲତୋଡ଼ା