ଆଜି ସନ୍ଧ୍ୟା ୬ଟା ସମୟରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଛତରଙ୍ଗ ସ୍ଥିତ ନାରାୟଣ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ଛତରଙ୍ଗ ଗ୍ରାମ ପଂଚାୟତ ପକ୍ଷରୁ ଅନୁଷ୍ଠିତ ପଞ୍ଚାୟତ ସ୍ତରୀୟ ୨ଦିନ ଧରି କ୍ରୀଡା ଉତ୍ସବ ଉଦଜାପିତ ହୋଇଯାଇଛି l ପଞ୍ଚଯାତ ସ୍ତରୀୟ କ୍ରୀଡାପ୍ରତିଯୋଗିତାର ସଭାପତି ସରପଞ୍ଚ ବିନୋଦିନୀ ପ୍ରଧାନଙ୍କ ଅଧକ୍ଷତା ରେ ଷଷ୍ଠ ତମ କ୍ରୀଡା ପ୍ରତିଯୋଗିତା ଦୁଇଦିନ ଧରି ଅନୁଷ୍ଠିତ ହୋଇଥିଲା। ଆଜିର ଉଦଯାପନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ ପ୍ରଧାନ ଯୋଗ ଦେଇ ଥିଲେ l