ଆଜି ଅପରାନ୍ହ ୩ ଟା ସମୟରେ ଜିଲ୍ଲା ସୂଚନା ଓ଼ ଲୋ୍କ ସମ୍ପର୍କ କାର୍ଯ୍ୟାଳୟ ସୂତ୍ରରୁ ଜାରି ସୂଚନା ଅନୁସାରେ l ଆସନ୍ତାକାଲି ସୋମବାର ୧୫ତାରିଖରେ କଣ୍ଟାମାଳ ବ୍ଲକ କାର୍ଯ୍ୟାଳୟ ପରିସରରେ ଜିଲାପାଳ ଓ଼ ଆରକ୍ଷୀଅଧିକ୍ଷଙ୍କ ମିଳିତ ଯୁଗ୍ମ ଜନଭିଯୋଗ ଶୁଣାଣି ଓ଼ ସମାଧାନ ଶିବିର ସକାଳ ୧୦ଟା ସମୟରେ ଅନୁଷ୍ଠିତ ହେବ l ଏଠାରେ ଜିଲ୍ଲା ଓ଼ ବ୍ଲକ ସ୍ତରୀୟ ଅଧୁକାରୀ ମାନେ ଉପସ୍ଥିତ ରହିବା ପାଈଁ ସୂଚନା ଜାରି କରାଯାଇଛି l