ଆଜି ରାତ୍ର ୯ଟା ସମୟରେ ବୌଦ୍ଧ ଅବକାରୀ ଥାନା ପକ୍ଷରୁ ମଲିଥିବା ସୂଚନା ଅନୁସାରେ l ଆଜି ସକାଳ ୧୧ଟା ସମୟରେ ବୌଦ୍ଧ ଅବକାରୀ ପୋଲିସ ବେଆନ ମହୁଲି ମଦ କାରବାର ନେଇ, ବୌଦ୍ଧ ଥାନା ଅନ୍ତର୍ଗତ କିରାଶିରା ଗ୍ରାମ ରାସ୍ତାରେ ଚଢ଼ାଉ କରି ୧୦ଲିଟର ଦେଶି ମହୁଲି ମଦକୁ ଜବତ କରିଥିଲା l ଏଥିରେ ସମ୍ପୃକ୍ତ ଆସାମୀ ନାମରେ ୧୬୯/୨୦୨୫-୨୬ରେ ମାମଲା ରୁଜୁ କରି l ଆସାମୀକୁ ୩୫(୩)BNSS ରେ ନୋଟିସ ଦେଇ ଛାଡି ଦିଆଯାଇଛି l