ବଲାଙ୍ଗୀର: ଜମିବାଡ଼ି ବିବାଦକୁ ନେଇ କାମାକ୍ଷା ନଗରରେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ
ଜମିବାଡ଼ି ବିବାଦକୁ ନେଇ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ । ବଲାଙ୍ଗିର ସହର କାମାକ୍ଷାନଗରରେ ଜଣେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ନେଇ ସଦର ଥାନାରେ ଅଭିଯୋଗ ହୋଇଥିବା ଆଜି ରାତି ୮ ଟା ସମୟରେ ଜଣାପଡିଛି । ଅଭିଯୋଗ ଅନୁସାରେ କାମାକ୍ଷାନଗରର ଭୁବନ ପଟେଲ, ଜଗା ପଟେଲ, ସୁବଲେଖା ପଟେଲ ତାଙ୍କର ଘର ନିର୍ମାଣ କରୁଥିଲେ । ଏହି ସମୟରେ ସେମାନେ ସବୁ ବାଲି, ଇଟା, ଗେଟି ଚନ୍ଦ୍ରମା ପଟେଲ ଙ୍କ ଘର ସମ୍ମୁଖରେ ରଖୁଥିଲେ । ଚନ୍ଦ୍ରମା ଏହାକୁ ମନା କରିବାରୁ ସେମାନେ ସମସ୍ତେ ମିଶି ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥି