Public App Logo
କଟକ ପୌରାଞ୍ଚଳ: ପରିବା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତମାନେ ଟଙ୍କା ଓ ମୋବାଇଲ ଫୋନ ଲୁଟି ନେଇଥିବା ଗୁରୁବାର କଟକ ସଦର ଥାନାରେ ଅଭିଯୋଗ ହୋଇଛି। - Cuttack M Corp PS News