ପଟ୍ଟାଙ୍ଗୀ: ରାଜସ୍ଥାନ ପଞ୍ଚାୟତ ରାଜ ମଡେଲ ଦେଖିଲେ ରାଜପୁଟ ସରପଂଚ
ଓଡିଶାର ଏକ 32 ଜଣିଆ ପ୍ରତିନିଧି ଦଳ ରାଜସ୍ଥାନର ପଞ୍ଚାୟତିରାଜ ମଡେଲ ଦେଖିବା ନିମନ୍ତେ ପ୍ରଶାସନ ତରଫରୁ ଯାଇଥିଲେ। ୨୪ରୁ ୨୭ ତାରିଖ ପର୍ଯ୍ୟନ୍ତ ରାଜସ୍ଥାନ ଗସ୍ତ କରି ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ପଞ୍ଚାୟତ ରାଜ ମଡେଲ ଦେଖିଥିଲେ। ଏହି ୩୨ ଜଣଙ୍କ ମଧ୍ଯ ରେ ସ୍ଥାନ ପାଇଥିଲେ ପଟାଙ୍ଗୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସେମିଳିଗୁଡା ବ୍ଲକ ରାଜପୁଟ ସରପଂଚ ପିତାମ୍ବର କିସାନୀ। ରାଜସ୍ଥାନର ବହୁ ଅଞ୍ଚଳ ପରିଦର୍ଶନ କରି ବହୁତ କିଛି ଅନୁଭୁତି ନେଇଥିବା ରାଜପୁଟ ସରପଂଚ ପିତାମ୍ବର କିସାନୀ ଗୁରୁବାର ସଂଧ୍ଯା ୬ଟା ସମୟରେ ସୂଚନା ଦେଇଛନ୍ତି