ଯାଜପୁର ଜିଲ୍ଲା ଧର୍ମଶାଳା ବିଧାନସଭା କ୍ଷେତ୍ର ସାହାଣୀଡିହ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚାରଗୋଠ ଗ୍ରାମର ବିଜେପିର ବରିଷ୍ଠ ଯୁବ ସଙ୍ଗଠକ ଅଶୋକ ସାହୁଙ୍କ ପୁତ୍ରର ଷୋଡଶ ବାର୍ଷିକ ପୂଜା ଉତ୍ସବରେ ଧର୍ମଶାଳା ନିର୍ବାଚନମଣ୍ଡଳୀର ବିଧାୟୀକା ପାର୍ଥିନି ତଥା ନାରୀ ନେତ୍ରୀ ସ୍ମୃତିରେଖା ପହି ଯୋଗଦାନ କରି ଅଶୋକ ସାହୁଙ୍କ ସୂପୁତ୍ରଙ୍କୁ ଆଶୀର୍ବାଦ ପ୍ରଦାନ କରିବା ସହ ତା'ର ସଫଳତା ଓ ଦୀର୍ଘ ସୁଖ ମୟ ଜୀବନ କାମନା କରିଥିବା ଶନିବାର ରାତି 10 ଘଟିକା ସମୟରେ ଦେଖିବାକୁ ମିଳିଛି ।